ଅଦ୍ୟତନ ହୋଇଛି
‘ମେଣ୍ଟ ହେଲେ କଂଗ୍ରେସ ଗୋଟିଏ ଆସନ ପାଇବନି’ | Odisha Reporter
Advertisment
ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । ଦୀର୍ଘ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତକାଲିଠାରୁ ଉଭୟ ଦଳର ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ଭାବେ ପ୍ରଥମ ଥର ଏନେଇ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଦିଲ୍ଲୀରେ ବିଜେପି କୋର୍ ଟିମ୍ ସହ ରାଜ୍ୟର ବିଜେପି ନେତାମାନେ ବିଚାରବିମର୍ଶ କରିଛନ୍ତି। ତେବେ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us