ଜଣାପଡ଼ିଲା ନବୀନଙ୍କ ସମ୍ପତ୍ତି କେତେ ? | Odisha Reporter
ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସତ୍ୟପାଠରେ ୭୧.୦୭ କୋଟି ଟଙ୍କାର ସମ୍ପତ୍ତି ମାଲିକ ବୋଲି ଦର୍ଶାଇଛନ୍ତି । ୨୦୧୯ ନିର୍ବାଚନବେଳେ ତାଙ୍କର ସମ୍ପତ୍ତିର ପରିମାଣ ୬୩.୮୭କୋଟି ଟଙ୍କା ଥିଲା । ସେହିଭଳି ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
