ନିଜ ପିଠି ଥାପୁଡ଼ାଇଲେ ନବୀନ; କହିଲେ- ଓଡ଼ିଶାବାସୀ କରିବେ ରାଜନୀତିରେ ନୂଆ ରେକର୍ଡ

ଆଗାମୀ ନିର୍ବାଚନରେ ଜିତି ନବୀନ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ହାସଲ କରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

Naveen Pattnayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Ordigital Desk
  • Published: Saturday, 16 March 2024
  • Updated: 16 March 2024, 01:52 PM IST

Sports

Latest News

 ସାଧାରଣ ନିର୍ବାଚନର ତାରିଖ ଘୋଷଣାର ଠିକ୍ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଆଉ ଏହି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସହଯୋଗୀମାନଙ୍କ ପାଖରେ ଆଗାମୀ ଏକ ଦଶନ୍ଧିର ସ୍ୱପ୍ନ ସହ ଆଉ କିଛିମାସ ମଧ୍ୟରେ ରାଜ୍ୟବାସୀ ଦେଶର ରାଜନୀତିକ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ଅର୍ଥାତ୍ ପରୋକ୍ଷରେ ଆଗାମୀ ନିର୍ବାଚନରେ ଜିତି ନବୀନ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ହାସଲ କରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ତେବେ କ୍ୟାବିନେଟ୍ ବୈଠକରେ ନିଜର ସହଯୋଗୀମାନଙ୍କ ଆଗରେ ପ୍ରାୟ ୨ହଜାର ଶବ୍ଦ(୧୯୬୭ଶବ୍ଦ)ର ଇଂରାଜୀରେ ଲମ୍ବା ଚଉଡ଼ା ଭାଷଣ ରଖି ନବୀନ ନିଜର ସାର୍ଟିଫିକେଟ୍ ନିଜ ସହଯୋଗୀଙ୍କୁ ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବାତ୍ୟାରେ ବାତ୍ୟାବିଧ୍ୱଂସ୍ତ ଅନୁନ୍ନତ ଦାରିଦ୍ର‌୍ୟ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ କିଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଓ ବିକାଶକୁ ଗତିଶୀଳ କରାଇଛନ୍ତି ତାହା ନିଜ ସହଯୋଗୀଙ୍କୁ ଜଣାଇବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି । ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ମଡେଲର ଉଦାହରଣ ଦିଆଯାଉଛି ।

Also Read

ଗତ ୫ବର୍ଷ ଫାଇଭ-ଟି ସିଦ୍ଧାନ୍ତ ଆଧାରିତ ରହିଛି । ଇତିହାସରେ ଏହି ଅବଧିକୁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣ କରାଯିବ ଯାହାକି ଓଡ଼ିଶାକୁ ରୂପାନ୍ତରୀକରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି । ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି । ସ୍ୱଚ୍ଛ ପ୍ରଶାସନ ଓ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମ ଟିମ୍ ଖୁବ୍ କମ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି ।

ନବୀନ କହିଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ । ଆମେ ୨୦୩୬ ମସିହାରେ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ଆମେ ଚାହୁଁଛୁ । ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର । ଯୁବବର୍ଗଙ୍କ ମହତ୍ୱାକାଂକ୍ଷାଙ୍କୁ ଗୁରୁତ୍ୱ ଦେଇ ସର୍ବୋକୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସଶକ୍ତ କରିବାକୁ ପଡ଼ିବ । ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ । ଏଭଳି ଏକ ରାଜ୍ୟ ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ ।

ନବୀନ ଆଗାମୀ ଦିନରେ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ହାସଲ କରିବା କଥାକୁ ମଧ୍ୟ ବେଶ୍ ଚତୁରତାର ସହ ନିଜ ଭାଷଣରେ ଉଲ୍ଲେଖ କରିବାକୁ ପଛାଇ ନାହାନ୍ତି । ଆଗାମୀ କିଛିମାସ ମଧ୍ୟରେ ଓଡ଼ିଶାର ଲୋକ ଏହି ଦେଶର ରାଜନୀତିକ ଇତିହାସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ମୋତେ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି ।

ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ଆମେ ଏକ ସଶକ୍ତ ଓଡ଼ିଶାର ଆରମ୍ଭ କରିବୁ ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ- ମୁଖ୍ୟତଃ ଆମର ଯୁବବର୍ଗଙ୍କ ପାଇଁ । ଆମର ମହିଳା ଓ ଶିଶୁ, ଉଦ୍ୟୋଗୀ, ଚାଷୀ ଓ ଆଦିବାସୀଙ୍କ ପାଇଁ ହେବ । ଆମେ ସୁରକ୍ଷିତ ମୂଳଦୁଆ ଓ ଶକ୍ତିଶାଳୀ ଡେଣା ବିଶିଷ୍ଟ ଓଡ଼ିଶାର ଆରମ୍ଭ କରିବୁ । ଆପଣମାନଙ୍କ ସମସ୍ତ ଆଶୀର୍ବାଦରେ ରଥ ଆଗକୁ ବଢ଼ିବ । ଏଭଳି ଅନେକ କଥା କହି ନବୀନ ନିଜ ସରକାରର ପ୍ରଶଂସା ନିଜ କ୍ୟାବିନେଟ ସହଯୋଗୀଙ୍କ ଆଗରେ ରଖିଛନ୍ତି ।

ଅବଶ୍ୟ ପ୍ରାୟ ୨ହଜାର ଶବ୍ଦ ବିଶିଷ୍ଟ ଏହି ଭାଷଣକୁ ନବୀନ ପଢ଼ିଛନ୍ତି ନା କ୍ୟାବିନେଟ୍ ସହଯୋଗୀଙ୍କୁ ବଣ୍ଟା ଯାଇଛି ତାହା ଜଣାପଡ଼ିନି । ମାତ୍ର କ୍ୟାବିନେଟ୍ ବୈଠକରେ ଆଜି ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଉ ବୈଠକ ଦିନ ପ୍ରାୟ ୧୧ଟା ୩୫ମିନିଟରେ ଆରମ୍ଭ ହୋଇ ପ୍ରାୟ ୨୨ମିନିଟରେ ଶେଷ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story