ଓଲ୍ଡ ଫର୍ମୁଲାରେ ଘାଟାରେ ପଡ଼ିବ ଶଙ୍ଖ, ଫାଇଦା ନେବ ପଦ୍ମ !

  • Published: Thursday, 07 March 2024
  • , Updated: 07 March 2024, 11:59 AM IST

୧୯୯୮ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ। ମେଣ୍ଟ ଇତିହାସକୁ ନିରିଖେଇ ଦେଖିଲେ ୧୯୯୭ ମସିହାରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା ସେତେବେଳେ ରାଜ୍ୟରେ ଅଣକଂଗ୍ରେସ ଦଳରେ ନେତୃତ୍ୱର କୃତ୍ରିମ ଅଭାବ ଦେଖାଦେଲା । ନେତା ନଥିଲେ ତାହା ନୁହେଁ, କିନ୍ତୁ ସେମାନଙ୍କ ଭିତରୁ କାହାକୁ କ୍ଷମତା ଦେବାକୁ ହେବ, ସେନେଇ କୌଣସି ଅଣ କଂଗ୍ରେସ ବିଜୁପ୍ରେମୀ ଏକଜୁଟ ହୋଇପାରିଲେ ନାହିଁ । ଫଳରେ ସେତେବେଳର ପ୍ରତିଷ୍ଠିତ ନେତା ବିଜୁ ବାବୁଙ୍କ ପରିବାରର ଜଣଙ୍କୁ ଖୋଜା ପଡ଼ିଲା । ଦେଖନ୍ତୁ ପୂରା ରିପୋର୍ଟ। 

Related story