Advertisment

'ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଯୋଉ ସମର୍ପଣ ଭାବ ଅଛି, ସମାନ ସମର୍ପଣ ମୁଁ ପାଣ୍ଡିଆନଙ୍କ ପାଖରେ ଦେଖିଛି'

ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

author-image
Manoj Swain

ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କହିଲେ, 'ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଉ ସମର୍ପଣ ଭାବ ଅଛି, ସମାନ ସମର୍ପଣ ଭାବ ମୁଁ ପାଣ୍ଡିଆନଙ୍କ ପାଖରେ ଦେଖିଛି।' ପ୍ରତିକ୍ରିୟାରେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha BjD Vk Pandian Pranab Prakash Das