Advertisment

'ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଯୋଉ ସମର୍ପଣ ଭାବ ଅଛି, ସମାନ ସମର୍ପଣ ମୁଁ ପାଣ୍ଡିଆନଙ୍କ ପାଖରେ ଦେଖିଛି'

ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

Advertisment

ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କହିଲେ, 'ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଉ ସମର୍ପଣ ଭାବ ଅଛି, ସମାନ ସମର୍ପଣ ଭାବ ମୁଁ ପାଣ୍ଡିଆନଙ୍କ ପାଖରେ ଦେଖିଛି।' ପ୍ରତିକ୍ରିୟାରେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Advertisment
Vk Pandian BjD Pranab Prakash Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe