‘ମୁଁ ଓଡ଼ିଆ ଭାବରେ ଲଜ୍ଜିତ’ | Odisha Reporter
ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗ ଦେବା ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା। କହିଲେ, 'ଆଜି ବିଜୁ ଜନତା ଦଳରେ ଜଣେ ଅଣଓଡ଼ିଆ ବିଜୁ ଜନତା ଦଳକୁ ରିପ୍ଲେସ କରିବା ପାଇଁ ଯାଉଛନ୍ତି। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଆ ଅସ୍ମିତାର ପରିଚୟ। କିନ୍ତୁ ବିଜେଡି ଅଣଓଡ଼ିଆଙ୍କୁ ଆଣି, ଏଠି ନେତୃତ୍ୱ ନେବାର ପ୍ରୟାସ ଚଲାଇଛି। ମୁଁ ଓଡ଼ିଆ ଭାବରେ ମୋତେ ଲଜ୍ଜିତ ଲାଗୁଛି।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
