Advertisment

‘ମୁଁ ଓଡ଼ିଆ ଭାବରେ ଲଜ୍ଜିତ’

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା। କହିଲେ, 'ଆଜି ବିଜୁ ଜନତା ଦଳରେ ଜଣେ ଅଣଓଡ଼ିଆ ବିଜୁ ଜନତା ଦଳକୁ ରିପ୍ଲେସ କରିବା ପାଇଁ ଯାଉଛନ୍ତି।'

Advertisment

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା। କହିଲେ, 'ଆଜି ବିଜୁ ଜନତା ଦଳରେ ଜଣେ ଅଣଓଡ଼ିଆ ବିଜୁ ଜନତା ଦଳକୁ ରିପ୍ଲେସ କରିବା ପାଇଁ ଯାଉଛନ୍ତି। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଆ ଅସ୍ମିତାର ପରିଚୟ। କିନ୍ତୁ ବିଜେଡି ଅଣଓଡ଼ିଆଙ୍କୁ ଆଣି, ଏଠି ନେତୃତ୍ୱ ନେବାର ପ୍ରୟାସ ଚଲାଇଛି। ମୁଁ ଓଡ଼ିଆ ଭାବରେ ମୋତେ ଲଜ୍ଜିତ ଲାଗୁଛି।' 

Advertisment
Bjp Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe