Advertisment

ବିଜେଡିରେ ପାଣ୍ଡିଆନ୍

'ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍‌'

author-image
Manoj Swain

ଭି.କେ ପାଣ୍ଡିଆନ୍‌ ବିଜେଡିରେ ସାମିଲ ପରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, 'ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି ଭି.କେ ପାଣ୍ଡିଆନ୍‌। ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି।'

Advertisment
Odisha Naveen Patnaik Pinaki Mishra Vk Pandian