ସୋମବାର ଦିନ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭି.କେ ପାଣ୍ଡିଆନ। ସେ ସେପ୍ଟେମ୍ବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତେବେ ଏହାକୁ ନେଇ ବିରୋଧୀ ଦଳ ମାନେ କଣ କହିଛନ୍ତି ଶୁଣନ୍ତୁ।