Advertisment

ପାଣ୍ଡିଆନଙ୍କୁ ପାଖ ପୂରାଉ ନାହାଁନ୍ତି ନବୀନ !

ଗତକାଲି ନବୀନ ନିବାସରେ ବିଧାୟକମାନଙ୍କ ବୈଠକରେ ପାଣ୍ଡିଆନ ନଥିଲେ ।

author-image
Manoj Swain

ଘରବୁଡ଼ି ପାଣି ଆଣ୍ଠୁଏ ହେବା ପରେ ପରାଜୟର ସତ ଜାଣିଲେଣି ନବୀନ, ଏବେ ନବୀନ ବାବୁ ଆଉ ପାଣ୍ଡିଆନଙ୍କୁ ପାଖ ପୂରାଉ ନଥିବା ନେଇ ଚର୍ଚ୍ଚା । ଗତକାଲି ନବୀନ ନିବାସରେ ବିଧାୟକମାନଙ୍କ ବୈଠକରେ ପାଣ୍ଡିଆନ ନଥିଲେ । ନବୀନ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ଗଲାବେଳେ ବି ପାଣ୍ଡିଆନ ନଥିଲେ । ଚର୍ଚ୍ଚା ନବୀନ ବାବୁ କୁଆଡ଼େ ଆଉ ପାଣ୍ଡିଆନଙ୍କୁ ସାଙ୍ଗରେ ନେବାକୁ ଚାହୁଁନାହାଁନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Vk Pandian