ପାଣ୍ଡିଆନଙ୍କୁ ପାଖ ପୂରାଉ ନାହାଁନ୍ତି ନବୀନ ! | Naveen Patnaik | VK Pandian | BJD Leaders |Odisha Reporter
Advertisment
ଘରବୁଡ଼ି ପାଣି ଆଣ୍ଠୁଏ ହେବା ପରେ ପରାଜୟର ସତ ଜାଣିଲେଣି ନବୀନ, ଏବେ ନବୀନ ବାବୁ ଆଉ ପାଣ୍ଡିଆନଙ୍କୁ ପାଖ ପୂରାଉ ନଥିବା ନେଇ ଚର୍ଚ୍ଚା । ଗତକାଲି ନବୀନ ନିବାସରେ ବିଧାୟକମାନଙ୍କ ବୈଠକରେ ପାଣ୍ଡିଆନ ନଥିଲେ । ନବୀନ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ଗଲାବେଳେ ବି ପାଣ୍ଡିଆନ ନଥିଲେ । ଚର୍ଚ୍ଚା ନବୀନ ବାବୁ କୁଆଡ଼େ ଆଉ ପାଣ୍ଡିଆନଙ୍କୁ ସାଙ୍ଗରେ ନେବାକୁ ଚାହୁଁନାହାଁନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us