Advertisment

ମମତା ଓ ନୀତୀଶଙ୍କୁ ଦର୍ପଣ ଦେଖାଇ ଦେଲେ ନବୀନ

ମମତା ଓ ନୀତୀଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଆସି ଭେଟିବା ପରେ ନବୀନ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଦୁଇ ନେତାଙ୍କ ମଧ୍ୟରେ ଓଡ଼ିଶାର ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା ହୋଇଥିବା ନବୀନ କହିଛନ୍ତି।

author-image
Manoj Swain

ମମତା ଓ ନୀତୀଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଆସି ଭେଟିବା ପରେ ନବୀନ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଦୁଇ ନେତାଙ୍କ ମଧ୍ୟରେ ଓଡ଼ିଶାର ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା ହୋଇଥିବା ନବୀନ କହିଛନ୍ତି। ପୁରୀରେ ଏୟାରପୋର୍ଟ କରିବା ନେଇ ନବୀନ ମୋଦିଙ୍କୁ ଜଣାଇଥିବା କହିଥିଲେ। ହେଲେ କଥାବାର୍ତ୍ତା କଣ ଉନ୍ନୟନମୂଳକ କାମକୁ ନେଇ ? ଏଥିରେ କିଛି ପଲଟିକାଲ କଥା ପଶି ଆସିଥିଲା କି ?

Advertisment
Odisha Politics