ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଖୋଲାମଞ୍ଚରେ ସଂଖ୍ୟା ଗଣିତ ବି ବୁଝାଇଛନ୍ତି ଅତନୁ। କହିଛନ୍ତି, ଆମର ୫୧ ଓ କଂଗ୍ରେସ ୧୪ ଏବଂ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଅଛି। ଆଉ ମାତ୍ର ଆଠ-ଦଶ ଜଣ ବିଧାୟକ ଦରକାର ବୋଲି ସେ କହିଛନ୍ତି । ପରାଜୟ ପରେ ପ୍ରଥମ ଥର ପାଇଁ ମହାକାଳପଡ଼ାରେ ସାଧାରଣ ସଭା କରି ଏ କଥା କହିଛନ୍ତି ଅତନୁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବବିଙ୍କ ଭାଇ କ୍ଷମାପ୍ରାର୍ଥନା ସହ ସରେଣ୍ଡର କଲେ କାହିଁକି?
ଗତକାଲି ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
Politics
‘ବର୍ତ୍ତମାନ ବିଜେଡିରେ କେହି ନବୀନଙ୍କ ନେତୃତ୍ୱକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି’
‘ସବୁ ପଳେଇଲେଣି। କେତେ ଗଲେଣ, ଆଉ କେତେ ଯିବେ।’
Politics
ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍
ଅଭିଯୋଗରୁ ପ୍ରକାଶ ବୁଧବାର ସନ୍ଧ୍ୟା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ଯାଉଥିଲେ।
Politics
‘ରାଜନୀତିରେ ଏପରି ଆକ୍ରୋଶ ମୁଁ ଯାଜପୁରରେ ହେବାର ଦେଖିନାହିଁ’
ସରକାରଙ୍କ ପକ୍ଷରୁ ଲିଗାଲ ଆକ୍ସନ ନିଆଯାଇଛି। ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇସାରିଲେଣି।
Politics
'ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ'
ଗୌତମ ଆଦାନୀ ଲାଞ୍ଚ ମାମଲାରେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବିଜେପି ସରକାର ନଥିଲା।