Advertisment

ନବୀନ ଦେବେ ବଡ଼ ସରପ୍ରାଇଜ୍

ସମୀର-ଶ୍ରୀକାନ୍ତ-ବିକ୍ରମ। ଅଚାନକ୍ ଇସ୍ତଫା ପରେ ବଢିଲା ଚର୍ଚ୍ଚା। ୨୪ ପୂର୍ବରୁ ହେବ କି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ? ଦିଲ୍ଲୀରେ ଅଛନ୍ତି ଦଳର ସୁପ୍ରିମୋ, ହେଲେ ରାଜ୍ୟରେ ଚାଲିଛି ମନ୍ତ୍ରୀଙ୍କ ଇସ୍ତଫା ପର୍ବ।

Advertisment

ସମୀର-ଶ୍ରୀକାନ୍ତ-ବିକ୍ରମ। ଅଚାନକ୍ ଇସ୍ତଫା ପରେ ବଢିଲା ଚର୍ଚ୍ଚା। ୨୪ ପୂର୍ବରୁ ହେବ କି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ? ଦିଲ୍ଲୀରେ ଅଛନ୍ତି ଦଳର ସୁପ୍ରିମୋ, ହେଲେ ରାଜ୍ୟରେ ଚାଲିଛି ମନ୍ତ୍ରୀଙ୍କ ଇସ୍ତଫା ପର୍ବ। ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ। ଗଣଶିକ୍ଷା ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଛାଡିଲେ ପଦ। ସଂଧ୍ୟାରେ ବଢିଲା ରାଜ୍ୟ ରାଜନୀତିର ପାରା। ଅଚାନକ ପଦ ଛାଡିଲେ ତିନି ନେତା। ନବୀନ ଆସିଲେ ଗଢିବେ କି ନୂଆ ଟିମ୍। 

Advertisment
Naveen Patnaik Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe