Advertisment

ପାଣ୍ଡିଆନଙ୍କ ବିନା ରାଇଜ ବୁଲିବେ ପୂର୍ବ ମୁଖିଆ !

ଏଥର ବିନା ପାଣ୍ଡିଆନରେ ବୁଲିବେ ନା ପାଣ୍ଡିଆନ ଭିତିରି ସାମିଲ ହେବେ ?

author-image
Manoj Swain

ପରାଜୟ ପରେ ଓଡ଼ିଶା ବୁଲିବେ ପୂର୍ବ ମୁଖିଆ ନବୀନ। ଆଗରୁ ପାଣ୍ଡିଆନଙ୍କୁ ନେଇ ବୁଲୁଥିଲେ ଆଉ ଲୋକେ ଠିକ୍ ଜବାବ ଦେଲେ। ଏଥର ବିନା ପାଣ୍ଡିଆନରେ ବୁଲିବେ ନା ପାଣ୍ଡିଆନ ଭିତିରି ସାମିଲ ହେବେ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD