\'କେନ୍ଦ୍ରାପଡ଼ା ସହ ଏଥର 400 ଆସନ ଜିତିବୁ\' | Odisha Reporter
କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ବିଶାଳ ରାଲି। ସ୍ୱାଗତ ଅବସରରେ ଗଣମାଧ୍ୟମକୁ ବୈଜୟନ୍ତଙ୍କ ପ୍ରତିକ୍ରିୟା। କହିଲେ, କେନ୍ଦ୍ରାପଡ଼ା ସହ ଏଥର ବିଜେପି ୪ଶହ ଲୋକସଭା ଜିତିବ। କେନ୍ଦ୍ରାପଡ଼ାରେ ବିଜେପିର ନିଶ୍ଚିତ ବିଜୟ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
