Advertisment

ବୈଜୟନ୍ତ ପଣ୍ଡାଙ୍କ ବିଶାଳ ଶୋଭାଯାତ୍ରା

ଗତକାଲି କେନ୍ଦ୍ରାପଡ଼ାରେ ବିଜେପି ହେଭିୱେଟ୍ ବୈଜୟନ୍ତ ପଣ୍ଡା ଶକ୍ତି ପ୍ରଦର୍ଶନ କରିବା ସହ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

Advertisment

କେନ୍ଦ୍ରାପଡ଼ା ଲୋକସଭା ସହ ସାରା ଦେଶରେ ୪୦୦ରୁ ଅଧିକ ସିଟ୍‌ରେ ବାଜିମାତ କରିବ ବିଜେପି। ଗତକାଲି କେନ୍ଦ୍ରାପଡ଼ାରେ ବିଜେପି ହେଭିୱେଟ୍ ବୈଜୟନ୍ତ ପଣ୍ଡା ଶକ୍ତି ପ୍ରଦର୍ଶନ କରିବା ସହ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏଠାରୁ ଦଳୀୟ ପ୍ରାର୍ଥୀ ଘୋଷିତ ହେବା ପରେ ପ୍ରଥମ ଥର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଶାଳ ରୋଡ୍‌ ସୋ କରିଛନ୍ତି ବୈଜୟନ୍ତ। ହଜାର ହଜାର ସାଧାରଣ ଜନତା, ଦଳୀୟ ନେତା ଓ କର୍ମୀ ନିଜ ପ୍ରିୟ ନେତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। 

Advertisment
Odisha Baijayanta Panda Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe