ନୂଆବର୍ଷରେ ନୂଆ ମୁଖ୍ୟ ସଚିବ ଓ ଡିଜିପି !

ମୁଖ୍ୟସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ୍ ଡିଜିପି ସୁନିଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଏ ବର୍ଷ ଶେଷ ହେଉଛି।

Manoj Swain
  • Published: Tuesday, 26 December 2023
  • Updated: 26 December 2023, 03:50 PM IST

Sports

Latest News

ନୂଆ ବର୍ଷରେ ଓଡ଼ିଶା ଦେଖିବ ନୂଆ ମୁଖ୍ୟସଚିବ ଓ ନୂଆ ଡିଜିପି। 2024 ନିର୍ବାଚନ ପାଇଁ ଆଉ କିଛି ମାସ ବାକିଥିବା ବେଳେ ପାଓ୍ବାର କରିଡ଼ରରେ ଏଭଳି ଏକ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ମୁଖ୍ୟସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ୍ ଡିଜିପି ସୁନିଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଏବର୍ଷ ଶେଷ ହେଉଛି। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos