ନୂଆବର୍ଷରେ ନୂଆ ମୁଖ୍ୟ ସଚିବ ଓ ଡିଜିପି! | Odisha Reporter
Advertisment
ନୂଆ ବର୍ଷରେ ଓଡ଼ିଶା ଦେଖିବ ନୂଆ ମୁଖ୍ୟସଚିବ ଓ ନୂଆ ଡିଜିପି। 2024 ନିର୍ବାଚନ ପାଇଁ ଆଉ କିଛି ମାସ ବାକିଥିବା ବେଳେ ପାଓ୍ବାର କରିଡ଼ରରେ ଏଭଳି ଏକ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ମୁଖ୍ୟସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ୍ ଡିଜିପି ସୁନିଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଏବର୍ଷ ଶେଷ ହେଉଛି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us