Advertisment

ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ କେନ୍ଦୁଝରରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

author-image
Biswajit Samal

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ସେ ବିଜେପି ଟିକେଟରେ ୪ ଥର (୨୦୦୦, ୨୦୦୪, ୨୦୧୯ ଓ ୨୦୨୪) ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 

Advertisment
Odisha Cm Mohan Charan Majhi