ଏଣିକି 'ବିକଶିତ ଗାଁ ବିକଶିତ ଓଡ଼ିଶା'

ଆଉ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନୁହେଁ ଏଣିକି 'ବିକଶିତ ଗାଁ ବିକଶିତ ଓଡ଼ିଶା' ।

Manoj Swain
  • Published: Sunday, 20 October 2024
  • Updated: 20 October 2024, 08:53 PM IST

Sports

Latest News

ଆଉ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନୁହେଁ ଏଣିକି 'ବିକଶିତ ଗାଁ ବିକଶିତ ଓଡ଼ିଶା' । ନୂଆ ସରକାରରେ ଯୋଜନାର ନୂଆ ରୂପ, ଢାଞ୍ଚା ବି ହେବ ନୂଆ । ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏଭଳି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos