/odisha-reporter/media/post_attachments/uploads/2019/03/31st-bjdbb-1.jpg)
31st-bjdbb
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଆସନ ପାଇଁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ଟିକଟ ମିଳିଛି। ନିମାପଡ଼ାରୁ ସମୀର ଦାଶ, ନିଆଳିରୁ ପ୍ରମୋଦ ମଲ୍ଲିକ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ନୀଳଗିରିରୁ ସନ୍ତୋଷ ଖଟୁଆ, କାକଟପୁରରୁ ସୁରେନ୍ଦ୍ର ସେଠୀ ଓ ଧାମନଗରରୁ ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥୀ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
