କାହା ଭାଷା କହୁଛନ୍ତି ନିକି? | Odisha Reporter
ବଞ୍ଚିଥିବା ବେଳେ ସ୍ୱର୍ଗତ ନବ ଦାସଙ୍କ ନିଜ ଝିଅ ଦିପାଳୀ ଦାସଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ବୋଲି କହୁଥିଲେ। ଏବେ ଝାରସୁଗୁଡ଼ାରେ ପୁଣି ଥରେ ନିର୍ବାଚନ ହୋଇପାରେ। ଠିକ ସେହି ସମୟରେ ନିଜ ବାପାଙ୍କ ହତ୍ୟା ପଛର ଉଦ୍ଦେଶ୍ୟକୁ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଦାବି ନକରି କହୁଛନ୍ତି ଅପେକ୍ଷା କରିବାକୁ। ତେବେ କ୍ରାଇମବ୍ରାଞ୍ଚ ଦିପାଳୀଙ୍କ ଏହି ଅପେକ୍ଷାର କେତେ ଶୀଘ୍ର ଅନ୍ତ କରାଉଛି ତାହା ଦେଖିବା କଥା। ଟିକେଟ୍ ଆଶାରେ ନିକି ବିଜେଡିର ଭାଷା କହୁ ନାହାଁନ୍ତି ତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
