ଦୁଇ ମାଙ୍କଡ କଳି, ଝାମ୍ପିନେବ କି ବିଲେଇ | Odisha Reporter
ବିଜେଡି-ବିଜେଡି ଛକାପଞ୍ଝା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ରଖିଛି କଡ଼ା ନଜର। ବିଧାୟକ ସୁକାନ୍ତ ନାୟକଙ୍କୁ ବିଜେପିରୁ ଆଣି ବିଜେଡିରେ ମିଶାଇବା ପରେ ଯେମିତି ନିଆଁକୁ ଅଣ୍ଟିରେ ବାନ୍ଧିଛି ଦଳ। ସୁକାନ୍ତ ଓ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଟକରାଟକରି ଚାଲିଥିବା ବେଳେ ଏରିଆକୁ ପଶି ପାରୁ ନାହାନ୍ତି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡି ମଧ୍ୟ ଚତୁରତାର ସହ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ନଦେଇ ବିଜେଡିକୁ ଅପେକ୍ଷା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
