Advertisment

ବିଜେଡି ପାଇଁ ‘ନୀଳଗିରି’ ଅଡ଼ୁଆ

ସୁକାନ୍ତ ଓ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଟକରାଟକରି ଚାଲିଥିବା ବେଳେ ଏରିଆକୁ ପଶି ପାରୁ ନାହାନ୍ତି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର।

Advertisment

ବିଜେଡି-ବିଜେଡି ଛକାପଞ୍ଝା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ରଖିଛି କଡ଼ା ନଜର। ବିଧାୟକ ସୁକାନ୍ତ ନାୟକଙ୍କୁ ବିଜେପିରୁ ଆଣି ବିଜେଡିରେ ମିଶାଇବା ପରେ ଯେମିତି ନିଆଁକୁ ଅଣ୍ଟିରେ ବାନ୍ଧିଛି ଦଳ। ସୁକାନ୍ତ ଓ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଟକରାଟକରି ଚାଲିଥିବା ବେଳେ ଏରିଆକୁ ପଶି ପାରୁ ନାହାନ୍ତି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡି ମଧ୍ୟ ଚତୁରତାର ସହ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ନଦେଇ ବିଜେଡିକୁ ଅପେକ୍ଷା କରିଛନ୍ତି। 

Advertisment
BjD Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe