Advertisment

ପୁଣି ବିଜେଡିକୁ ଫେରିବେ କି ସୁକାନ୍ତ ?

ସୁକାନ୍ତ ନାୟକ ବିଜେଡି ଗଲେ ବର୍ଷ ବର୍ଷ ଧରି ମେହେନତ କରିଥିବା ସନ୍ତୋଷ ଖଟୁଆ କୁଆଡ଼େ ଯିବେ?

author-image
Manoj Swain

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡି ଯାଇପାରନ୍ତି ବୋଲି କିଛି ମାସ ହେଲା ଚର୍ଚ୍ଚା ଲାଗି ରହିଛି। ସେପଟେ ସୁକାନ୍ତ କହୁଛନ୍ତି ସେ ଏବେ ବିଜେପିରେ ଅଛନ୍ତି 24 କଥା ସମୟ କହିବ । ସୁକାନ୍ତ ବିଜେଡି ଗଲେ ବର୍ଷ ବର୍ଷ ଧରି ମେହେନତ କରିଥିବା ସନ୍ତୋଷ ଖଟୁଆ କୁଆଡ଼େ ଯିବେ? ନିର୍ବାଚନ ପାଖେଇ ଆସିଲାଣି ହେଲେ ସୁକାନ୍ତ ଫେରି ଆସିଥିବା ନିଜ ଘରକୁ ଆଉ ଥିରେ ଯିବେ ନା ନାହିଁ ତାହା ନିଷ୍ପତ୍ତି ନେଇପାରୁ ନାହାଁନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Balasore Odisha