ପୁଣି ଭାଇନାଙ୍କ ପାଇଁ ଅଡୁଆ ବିଜେଡି ନେତ୍ରୀ | Odisha Reporter
Advertisment
ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନିଜ ଦଳର କର୍ମୀ । ପଦଯାତ୍ରା କରିବାରୁ ବିଜେଡି ନେତ୍ରୀଙ୍କୁ ମାରିଦେବାକୁ ଧମକ ଦେଲେ ଖୋଦ ବିଜେଡି ଯୁବନେତା। ଆଉ ଏହାର ପ୍ରଛଦପଟରେ ବିଧାୟକଙ୍କ ହାତ ଥିବା ଭଳି ଅଭିଯୋଗ ଆଣିଲେ ମହିଳା ନେତ୍ରୀ । ବିଜେଡି କହୁଛି ସେ ମହିଳା ଆମର ନୁହଁ ବଂର ବିଜେପିର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us