Advertisment

ଲେଖା ଛିଡ଼ାଇଦେବେ କି ଭାଇନା ?

ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

author-image
Manoj Swain

ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗତ 2019 ବିଧାନସଭା ନିର୍ବାଚନରେ ବିଧାୟକ ସମୀର ଦାଶ ଓ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ଭିତରେ 32 ହଜାର ଭୋଟ ବ୍ୟବଧାନ ରହିଥିଲା । ସମୀର 91 ହଜାର ଭୋଟ ପାଇଥିବାବେଳେ ପ୍ରଭାତୀ ପରିଡ଼ା ପାଇଥିଲେ 59 ହଜାର ଭୋଟ । କିନ୍ତୁ ପଦ୍ମ ଶିବିରରେ ମିଶିବା ପରେ ସମୀର ନିମାପଡ଼ା ଗଣିତକୁ କେମିତି କଷୁଛନ୍ତି...। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp