ଶପଥ ନେଲେ ସମୀରଙ୍କ ସମର୍ଥକ,\' ନିମାପଡ଼ା ମାଟିରୁ ଲିଭିବ ଶଙ୍ଖ ଚିହ୍ନ’ | Odisha Reporter
Advertisment
2024 ନିର୍ବାଚନ ପୂରା ରୋଚକ ପରିସ୍ଥିତିରେ। କେତେବେଳେ କଣ ଘଟୁଛି, କିଏ କେଉଁ ଦଳରେ ମିଶୁଛନ୍ତି କେହି ବି ଆକଳନ କରିପାରୁ ନାହାନ୍ତି। ଏସବୁ ଭିତରେ ନିମାପଡ଼ା ନିର୍ବାଚନମଣ୍ଡଳୀରେ ରାଜନୀତି ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଟିକେଟ କଟିବା ପରେ ଧୀରେ ଧୀରେ ଭାଙ୍ଗୁଛି ବିଜେଡି ଗଡ଼। ଟିକେଟ ପରିବର୍ତ୍ତନ ପାଇଁ ବାରବାଟୀ ପଡ଼ିଆରୁ ହାତ ଯୋଡ଼ି ନିବେଦନ କଲେ ସମୀରଙ୍କ ସମର୍ଥକ। କିନ୍ତୁ ନିଷ୍ପତ୍ତିରେ ଅଟଳ ରହିଲା ଦଳ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us