Advertisment

‘ଇଣ୍ଡିଆ ମେଣ୍ଟର କ୍ଷତି ହେଲା’

ନବମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର।

author-image
Manoj Swain

ନବମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କହି ଏନ୍‌ଡିଏ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତେବେ ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bihar Nitish Kumar