‘ଇଣ୍ଡିଆ ମେଣ୍ଟର କ୍ଷତି ହେଲା’

  • Published: Monday, 29 January 2024
  • , Updated: 29 January 2024, 12:51 PM IST

ନବମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କହି ଏନ୍‌ଡିଏ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତେବେ ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କଣ କହିଛନ୍ତି ଶୁଣନ୍ତୁ। 

Related story