Advertisment

‘ବର୍ତ୍ତମାନ ବିଜେଡିରେ କେହି ନବୀନଙ୍କ ନେତୃତ୍ୱକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି’

‘ସବୁ ପଳେଇଲେଣି। କେତେ ଗଲେଣ, ଆଉ କେତେ ଯିବେ।’

Advertisment

ବିଜେଡି ନେତାମାନେ ଜାଣିବା ଉଚିତ୍ ଯେ ସେମାନେ ବିରୋଧୀ ଦଳରେ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମାନିବାକୁ ବର୍ତ୍ତମାନ କେହି ବିଜୁ ଜନତା ଦଳରେ ପ୍ରସ୍ତୁତ ନୁହନ୍ତି।  ଏ ଦଳ ଆଉ ରହିବ ନାହିଁ ‍ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe