`ଜଗନ୍ନାଥଙ୍କ ଜମି ବିକ୍ରି କରିଥିଲେ କଠୋର କାର୍ଯ୍ୟାନୁଷ୍ଠାନ’ | Odisha Reporter
ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ଭାବେ ବିକ୍ରି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଡ଼ା ଆଭିମୁଖ୍ୟ। କହିଲେ, ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। କ୍ରେତା, ବିକ୍ରେତା ଓ ସମ୍ପୃକ୍ତ ସବ୍ ରେଜିଷ୍ଟରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ବାସେଳୀ ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
