ମୂଳ ହେଲାଣି ଅସମ୍ଭାଳ ସରକାର ତୁମେ ସମ୍ଭାଳ | Odisha Reporter
Advertisment
ଗାଁ ହସିଲେ ରାଜ୍ୟ ହସିବ। ପଞ୍ଚାୟତର ବିକାଶରେ ରାଜ୍ୟର ବିକାଶ। କାରଣ ଭାରତର ଆତ୍ମା ବସୁଛି ଗାଁରେ। ହେଲେ ଗାଁ ଗଣତନ୍ତ୍ରର ରକ୍ଷକ ଅର୍ଥାତ ସରପଞ୍ଚମାନେ ନିଜ ହକ ପାଇଁ ଆଜି ରାଜଧାନୀର ରାଜରାସ୍ତାରେ। ଚାରିଆଡ଼େ ମାଡ଼ିଗଲାଣି ବାବୁରାଜ। ରାଜ୍ୟ ଭଳି ଦିନକୁ ଦିନ ଗାଁରେ ମଧ୍ୟ ସକ୍ରିୟ ହେଉଛନ୍ତି ବାବୁମାନେ। ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us