Advertisment

‍‍‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’

‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’

author-image
Jitendra Garnayak

ବିଜେପି ଆଞ୍ଚଳିକ ଦଳଗୁଡ଼ିକୁ ଭାଙ୍ଗିବାକୁ ଚାହେଁ। ସେଥିପାଇଁ ଲାଗିଛି। ଆମର ଏବେ ଯେତିକି ରାଜ୍ୟସଭା ସାଂସଦ ଅଛନ୍ତି କେହି ଦଳ ଛାଡ଼ିବେ ନାହିଁ। ଶୁଣନ୍ତୁ, ଆଉ କ'ଣ କହୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।

Advertisment
Naveen Patnaik Debasish Samantaray