ଚଳିତ ବର୍ଷ ବି ଛାତ୍ର ସଂସଦ ନିର୍ବାଚନ ବନ୍ଦ । କ୍ୟାମ୍ପସରେ ଲାଗିବନି ଛାତ୍ର ନେତାଙ୍କ ପୋଷ୍ଟର କି ହେବନି ରାଲି ଓ ଭୋଟ ଗ୍ରହଣ । ସୃଷ୍ଟି ହେବେନି ନୂଆ ଛାତ୍ର ନେତା, ସମାଧି ନେଇଯିବ ଛାତ୍ର ସଂଗଠନ । କାରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନୂଆ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ । ଯାହାକୁ ନେଇ ଛାତ୍ର ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କ୍ୟାଲେଣ୍ଡର ପୋଡିଛି ଛାତ୍ର କଂଗ୍ରେସ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’
Politics
‘ଯେଉଁମାନେ ଦଳ ପାଇଁ କିଛି କରି ନାହାନ୍ତି, ସେମାନେ ଖସୁଛନ୍ତି’
ତୃଣମୂଳ ସ୍ତରରେ ବିଜେଡି ଏବେ ବି ସୁଦୃଢ଼ ରହିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର ସାମଲ।
Politics
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି
ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମ୍ଭାଳିନେବା ସହିତ ଜଗନ୍ନାଥ ସାଗରର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି।