ନିର୍ବାଚନ ବନ୍ଦ ପଛରେ କାହା ଚକ୍ରାନ୍ତ ?

ଚଳିତ ବର୍ଷ ବି ଛାତ୍ର ସଂସଦ ନିର୍ବାଚନ ବନ୍ଦ । କ୍ୟାମ୍ପସରେ ଲାଗିବନି ଛାତ୍ର ନେତାଙ୍କ ପୋଷ୍ଟର କି ହେବନି ରାଲି ଓ ଭୋଟ ଗ୍ରହଣ । ସୃଷ୍ଟି ହେବେନି ନୂଆ ଛାତ୍ର ନେତା ।

Manoj Swain
  • Published: Thursday, 14 September 2023
  • Updated: 14 September 2023, 01:42 PM IST

Sports

Latest News

ଚଳିତ ବର୍ଷ ବି ଛାତ୍ର ସଂସଦ ନିର୍ବାଚନ ବନ୍ଦ । କ୍ୟାମ୍ପସରେ ଲାଗିବନି ଛାତ୍ର ନେତାଙ୍କ ପୋଷ୍ଟର କି ହେବନି ରାଲି ଓ ଭୋଟ ଗ୍ରହଣ । ସୃଷ୍ଟି ହେବେନି ନୂଆ ଛାତ୍ର ନେତା, ସମାଧି ନେଇଯିବ ଛାତ୍ର ସଂଗଠନ । କାରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନୂଆ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ । ଯାହାକୁ ନେଇ ଛାତ୍ର ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କ୍ୟାଲେଣ୍ଡର ପୋଡିଛି ଛାତ୍ର କଂଗ୍ରେସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos