ଛାତ୍ର ସଂସଦ ନିର୍ବାଚନକୁ ଭୟ କାହିଁକି ? କ୍ୟାମ୍ପସ କମିଟି ଗଠନ କରୁଛନ୍ତି, କ୍ୟାମ୍ପସରେ 5ଟି ସଚିବଙ୍କ ପୋଷ୍ଟର ମାରୁଛନ୍ତି। ହେଲେ ନିର୍ବାଚନ ହେବ ନାହିଁ। ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ।