Advertisment

'ପାଣି ନାହିଁତ ଭୋଟ୍ ନାହିଁ'

ପାଣି ନାହିଁତ ଭୋଟ୍ ନାହିଁ । ଏଭଳି ନାରା ଦେଲେଣି ଜଳ ଯନ୍ତ୍ରଣାରେ ଛଟପଟ ହେଉଥିବା ଗ୍ରାମବାସୀ ।

author-image
Manoj Swain

ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗ୍ରାମବାସୀ। ସ୍ଥାନୀୟ ଲୋକେ ରୋକଠୋକ କହୁଛନ୍ତି, ଦୀର୍ଘ 20 ବର୍ଷ ହେଲା ମୁନ୍ଦାଏ ପିଇବା ପାଣିର ବ୍ୟବସ୍ଥା କରିପାରିଲ ନାହିଁ। ସୋରଡ଼ା ବିଜେଡି ବିଧାୟକ ଭାବେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଦୀର୍ଘବର୍ଷ ହେଲା ସମର୍ଥନ ଜଣାଇଆସୁଛନ୍ତି କିନ୍ତୁ କିଛି ଲାଭ ହେଲାନି। ପୁଣିଥରେ, ଚଳିତ ନିର୍ବାଚନରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁଙ୍କୁ ବିଧାୟିକା ପ୍ରାର୍ଥିନୀ କରିଛି ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ganjam Odisha Election