Advertisment

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି !

ଏକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ସେଥିପାଇଁ  NBW ଜାରି କରିଛନ୍ତି କୋର୍ଟ।

author-image
Manoj Swain

ବଢ଼ିଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (NBW)  ଜାରି କରିଛନ୍ତି କଟକ ଜେଏମଏଫସି (MP, MLA) କୋର୍ଟ।। ଏକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ସେଥିପାଇଁ  NBW ଜାରି କରିଛନ୍ତି କୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Anubhav Mohanty