Advertisment

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି !

ଏକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ସେଥିପାଇଁ  NBW ଜାରି କରିଛନ୍ତି କୋର୍ଟ।

Advertisment

ବଢ଼ିଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (NBW)  ଜାରି କରିଛନ୍ତି କଟକ ଜେଏମଏଫସି (MP, MLA) କୋର୍ଟ।। ଏକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ସେଥିପାଇଁ  NBW ଜାରି କରିଛନ୍ତି କୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Anubhav Mohanty Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe