ମାଇଲେଜ୍ ନେଇଗଲେ ଅପରାଜିତା ! || Bhubaneswar 75th Foundation Day Celebration || Odisha Reporter
Advertisment
ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନଡାକିବାକୁ ନେଇ ତେଜିଲା ରାଜନୀତି। ଭୁବନେଶ୍ବର ପ୍ରତିଷ୍ଠା ଦିବସର ହୀରକ ଜୟନ୍ତୀ ତିନି ଦିନ ଧରି ପାଳିତ ହେବ। ପ୍ରତି ୱାର୍ଡରେ କର୍ପୋରେଟର ମାନେ ସ୍ବତନ୍ତ୍ର ପ୍ରୋଗ୍ରାମ କରିବେ। ଚଳିତ ବର୍ଷ ବଡ ଆୟୋଜନ ହେବ। କାରଣ ପ୍ରଥମ ଥର ପାଇଁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ଆୟୋଜନ କରୁଛି ବିଏମସି। ହେଲେ ପୁରା ଆୟୋଜନରେ ପାଣି ପକାଇଦେଲେ ଅପରାଜିତା ଷଡଙ୍ଗୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us