କେନ୍ଦୁଝର: କେଉଁ ନିର୍ବାଚନ ଲାଗି କେଉଁଠି ଦାଖଲ ହେବ ପ୍ରାର୍ଥିପତ୍ର, ପଢନ୍ତୁ

କେନ୍ଦୁଝର(ପ୍ରଣୟ ପାଣି): ୪ଟି ପର୍ଯ୍ୟାୟରେ ଏଥର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ୟ ପାଳିରେ ଭୋଟ ଦେବେ କେନ୍ଦୁଝରବାସୀ। ଏନେଇ ନିର୍ଵାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଵାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ଲୋକସଭା ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବାର ସମସ୍ତ ବ୍ୟବସ୍ଥା […]

kjr

kjr

Mihir Pattnayak
  • Published: Thursday, 28 March 2019
  • Updated: 28 March 2019, 05:39 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ୪ଟି ପର୍ଯ୍ୟାୟରେ ଏଥର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ୟ ପାଳିରେ ଭୋଟ ଦେବେ କେନ୍ଦୁଝରବାସୀ। ଏନେଇ ନିର୍ଵାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଵାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ଲୋକସଭା ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆନନ୍ଦପୁର, ଘଷିପୁରା ବିଧାନସଭା ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭା ନିମନ୍ତେ କେନ୍ଦୁଝର ଉପଜିଲ୍ଲାପାଳ କାର୍ଯ୍ୟଳୟ, ଚମ୍ପୁଆ ବିଧାନସଭା ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପାଟଣା ନିର୍ଵାଚନ ମଣ୍ଡଳୀ ନିମନ୍ତେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପାଇଁ  ସମସ୍ତ ବ୍ୟବସ୍ଥା କରାଯାଇଛି ।

ନିର୍ଵାଚନ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ୧୭୨୦ଟି ବୁଥ୍‌ରେ ପୁଲିସ୍‌ ମୁତୟନ ହେବା ସହ ୧୩୦ ଟି ଭ୍ରାମ୍ୟମାଣ ଫୋର୍ସ ଗଠନ କରାଯାଇଛି । ସମସ୍ତ ବୁଥ୍‌ ମଧ୍ୟରୁ ପାଖାପାଖି ୪୯୬ ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ଵାଚନକୁ ନେଇ କଂଗ୍ରେସ ୩ ଟି ବିଧାନସଭା ପାର୍ଥୀ ଘୋଷଣା କରିଥିବା ବେଳେ, ବିଜେଡି ୪ଟି ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ବିଜେପି ଚମ୍ପୁଆକୁ ଛାଡି ୫ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ରାଜନୀତି ସରଗରମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story