Advertisment

ଏବେ ଲୋକ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବି ଗାଁକୁ ଆସନ୍ତି

ନବୀନଙ୍କ ନାଁ ନେଲେନି କି ବିଜେଡି କଥା ଉଠାଇଲେ ନାହିଁ। ହେଲେ ଭଲ କରି ଦୁଇଟି ପଏଣ୍ଟରେ ପୂର୍ବ ସରକାରକୁ କଲେ ସମାଲୋଚନା।

author-image
Jitendra Garnayak

ନବୀନଙ୍କ ଘର ସାମନାରେ ଆଟାକ କଲେ ପ୍ରଧାନମନ୍ତ୍ରୀ ।  ପୂର୍ବ ସରକାରକୁ ଦୁଇଟି ପଏଣ୍ଟରେ ଟାର୍ଗେଟ କରିଛନ୍ତି ମୋଦି । ଏବେ ଲୋକ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବି ଗାଁକୁ ଆସନ୍ତି । ପୂର୍ବ ସରକାର ଆମ ଯୋଜନାର ନାଁ ବଦଳାଇ ଦେଉଥିଲେ । ବିରୋଧିଙ୍କୁ ସିଧା ନିଶାନା କରି କ୍ଷମତା ଲୋଭ କଥା କହିଲେ।  

Advertisment
BjD Bjp PM Narendra Modi