Advertisment

ଏବେ ଲୋକ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବି ଗାଁକୁ ଆସନ୍ତି

ନବୀନଙ୍କ ନାଁ ନେଲେନି କି ବିଜେଡି କଥା ଉଠାଇଲେ ନାହିଁ। ହେଲେ ଭଲ କରି ଦୁଇଟି ପଏଣ୍ଟରେ ପୂର୍ବ ସରକାରକୁ କଲେ ସମାଲୋଚନା।

Advertisment

ନବୀନଙ୍କ ଘର ସାମନାରେ ଆଟାକ କଲେ ପ୍ରଧାନମନ୍ତ୍ରୀ ।  ପୂର୍ବ ସରକାରକୁ ଦୁଇଟି ପଏଣ୍ଟରେ ଟାର୍ଗେଟ କରିଛନ୍ତି ମୋଦି । ଏବେ ଲୋକ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବି ଗାଁକୁ ଆସନ୍ତି । ପୂର୍ବ ସରକାର ଆମ ଯୋଜନାର ନାଁ ବଦଳାଇ ଦେଉଥିଲେ । ବିରୋଧିଙ୍କୁ ସିଧା ନିଶାନା କରି କ୍ଷମତା ଲୋଭ କଥା କହିଲେ।  

Advertisment
Bjp BjD PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe