Advertisment

ତେର୍ଚ୍ଛା ବାଣ ମାରିଲେ ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ

ଭି.କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ତେର୍ଚ୍ଛା ବାଣ ମାରିଲେ ବରିଷ୍ଠ ନେତା ନୃସିଂହ ସାହୁ।

author-image
Manoj Swain

ବିଜେଡି ପରାଜୟକୁ ନେଇ ବରିଷ୍ଠ ନେତା ଅମର ଶତପଥି ଯାହା କହିଥିଲେ, ଏବେ ସେହି କଥା ଦୋହରାଇଲେଣି ଅନେକ ନେତା। ପରାଜୟ ପରେ ଥମୁନି ଦଳୀୟ ନେତାଙ୍କ ବୟାନବାଜି। ଭି.କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ତେର୍ଚ୍ଛା ବାଣ ମାରିଲେ ବରିଷ୍ଠ ନେତା ନୃସିଂହ ସାହୁ। ପରୋକ୍ଷରେ କଟାକ୍ଷ କରି କହିଛନ୍ତି, ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ରେଜଲ୍ଟ ଭଲ ହୋଇଥାନ୍ତା। ଭି.କେ ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ । 

Advertisment
Odisha BjD