Advertisment

କାହା ପାଇଁ କରିଥିଲେ ନୂଆ-ଓ?

ନୂଆ-ଓ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କୁ ୯ ହଜାର ଟଙ୍କା ମିଳିଲା। କୁହାଗଲା ଯେ ଏହା ପିଲାଙ୍କ ପାଠପଢ଼ା କାମରେ ଆସିବ। ହେଲେ ଉଦ୍ଦେଶ୍ୟ ଅନ୍ୟ କିଛି ଥିବା ଚର୍ଚ୍ଚା ହେଲା।

author-image
Jitendra Garnayak

ପରୀକ୍ଷା ପୂର୍ବରୁ ସବୁ କଲେଜରେ ହେଲା ‘ନୂଆ -ଓ’ କାର୍ଯ୍ୟକ୍ରମ। ନାଚ ଗୀତ ଭୋଜି ଭାତର ଆସର ଜମିଲା। ଡାଲମା ଭାତରୁ ଆରମ୍ଭ କରି ଖଟା ଯାଏଁ କଥା ଭାଇରାଲ ହେଲା। କ୍ୟାମ୍ପସକୁ ଆସିଲେ ଓଲିଉଡର କଳାକାର। ନାଚଗୀତରେ ଏରିଆ କମ୍ପେଇଦେଲେ। ନୂଆ ଓ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କୁ ୯ ହଜାର ଟଙ୍କା ମିଳିଲା। କୁହାଗଲା ଯେ ଏହା ପିଲାଙ୍କ ପାଠପଢ଼ା କାମରେ ଆସିବ। ହେଲେ ଉଦ୍ଦେଶ୍ୟ ଅନ୍ୟ କିଛି ଥିବା ଚର୍ଚ୍ଚା ହେଲା। ବିରୋଧୀ ଅଭିଯୋଗ କଲେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଯୋଜନା ତଆରି ହୋଇଛି।  

Advertisment
Vk Pandian