ୟୁପି, ବେଙ୍ଗଲ ଓ ବିହାରରେ ୭ଟି ପର୍ଯ୍ୟାୟରେ ହେବ ଭୋଟ, ଆଉ କେଉଁ ଆସନରେ କେବେ?

୮୦ଟି ଲୋକସଭା ଆସନ ପାଇଁ ଲୋକମାନେ ୭ ପର୍ଯ୍ୟାୟରେ ମତଦାନ କରିବେ। ସେହିପରି ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦। ଏଠାରେ ମଧ୍ୟ ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ।

EVM

representational image

Hemant Lenka
  • Published: Saturday, 16 March 2024
  • Updated: 16 March 2024, 06:17 PM IST

Sports

Latest News

ଦେଶର ୫୪୩ ଲୋକସଭା ଆସନର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବ। ଏହା ଜୁନ ୧ ଯାଏ ଚାଲିବ।

୮୦ଟି ଲୋକସଭା ଆସନ ପାଇଁ ଲୋକମାନେ ଏହି ୭ ପର୍ଯ୍ୟାୟରେ ମତଦାନ କରିବେ। ସେହିପରି ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦। ଏଠାରେ ମଧ୍ୟ ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ମଧ୍ୟ ୭ଟି ପର୍ଯ୍ୟାୟରେ ଭୋଟ ହେବ। ଆଜି ମୁଖ୍ୟ ନିର୍ବାଚନ କମିଶନର ଲୋକସଭା ଭୋଟିଂ ତାରିଖ ଘୋଷଣା କରିବା ବେଳେ ଏହି ସୂଚନା ଦେଇଛନ୍ତି।

Also Read

ଜାଣନ୍ତୁ କେଉଁ ରାଜ୍ୟରେ କେବେ କେତୋଟି ଆସନ ପାଇଁ ପଡ଼ିବ ଭୋଟ

ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୯ରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଭୋଟିଂ ହେବ। ଅରୁଣାଚଳ ପ୍ରଦେଶ ୨ଟି, ଆସାମର ୫ଟି, ବିହାରର ୪ଟି, ଛତିଶଗଡ଼ର ୧, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୫ଟି, ମଣିପୁରର ୨ଟି, ମେଘାଳୟର ୨ଟି, ମିଜୋରାମ ୧, ନାଗାଲ୍ୟାଣ୍ଡର ୧, ରାଜସ୍ଥାନର ୧୨ଟି, ସିକ୍କିମର ୧, ତାମିଲନାଡୁର ସମସ୍ତ ୩୯, ତ୍ରିପୁରାର ୧, ଉତ୍ତର ପ୍ରଦେଶର ୮ଟି, ଉତ୍ତରାଖଣ୍ଡର ୫ଟି, ପଶ୍ଚିମବଙ୍ଗର ୩ଟି, ଆଣ୍ଡାମାନ ନିକୋବରର ୧, ଜମ୍ମୁ-କଶ୍ମୀରର ୧, ଲାକ୍ଷାଦ୍ୱୀପର ୧ ଓ ପୁଡୁଚେରୀର ଗୋଟିଏ ଆସନରେ ଭୋଟ ହେବ।

ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ୨୬ ଏପ୍ରିଲରେ ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୯ଟି ଆସନରେ ଭୋଟ ପଡ଼ିବ। ଆସାମର ୫ଟି, ବିହାରର ୫ଟି, ଛତିଶଗଡ଼ର ୩, କର୍ଣ୍ଣାଟକାର ୧୪ଟି, କେରଳ ସମସ୍ତ ୨୦ଟି, ମଧ୍ୟପ୍ରଦେଶର ୭ଟି, ମହାରାଷ୍ଟ୍ରର ୮ଟି, ମଣିପୁରର ୧ଟି, ରାଜସ୍ଥାନର ବାକି ୧୩ଟି, ତ୍ରିପୁରାର ୧, ଉତ୍ତର ପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି ଓ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ଭୋଟ ହେବ।

ତୃତୀୟ ପର୍ଯ୍ୟାୟ ଅର୍ଥାତ ମେ’ ୭ ତାରିଖରେ ୧୨ଟି ରାଜ୍ୟର ୯୨ଟି ଆସନରେ ମତଦାନ ହେବ। ଆସାମର ବାକି ୪ଟି, ବିହାରର ୫ଟି, ଛତିଶଗଡ଼ର ବାକି ରହିଥିବା ୭ଟି, ଗୁଜରାଟର ସମସ୍ତ ୨୬ଟି ଆସନ, କର୍ଣ୍ଣାଟକାର ସମସ୍ତ ୧୪ଟି, ମଧ୍ୟପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଉତ୍ତର ପ୍ରଦେଶର ୧୦ଟି, ପଶ୍ଚିମବଙ୍ଗର ୪ଟି, ଦାଦ୍ର ନଗର ହାବେଳୀ ୨ଟି ଓ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ଭୋଟ ହେବ।

୪ର୍ଥ ପର୍ଯ୍ୟାୟ ଅର୍ଥାତ ମେ’ ୧୩ ତାରଖରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ହେବ। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ, ବିହାରର ୫ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ବାକି ଥିବା ୮ଟି ଆସନ, ମହାରାଷ୍ଟ୍ରର ୧୧ଟି, ଓଡ଼ିଶାର ୪ଟି, ତେଲଙ୍ଗାନାର ସମସ୍ତ ୧୭ଟି ଆସନ, ଉତ୍ତର ପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୮ଟି ଓ ଜମ୍ମୁ-କଶ୍ମୀରର ଗୋଟିଏ ଆସନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ।

୫ମ ପର୍ଯ୍ୟାୟ ଅର୍ଥାତ ମେ’ ୨୦ରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୯ଟି ଆସନରେ ଭୋଟ ପଡ଼ିବ। ବିହାରର ୫ଟି, ଝାରଖଣ୍ଡର ୩ଟି, ମହାରାଷ୍ଟ୍ରର ବାକି ଥିବା ୧୩ଟି ଆସନ, ଓଡ଼ିଶାର ୫ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୭ଟି, ଜମ୍ମୁ-କଶ୍ମୀରର ବାକି ଥିବା ଗୋଟିଏ ଆସନ ଓ ଲଦାଖର ୧ ମାତ୍ର ଲୋକସଭା ଆସନରେ ଭୋଟ ହେବ।

୬ଷ୍ଠ ପର୍ଯ୍ୟାୟ ଅର୍ଥାତ ମେ’ ୨୫ରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଭୋଟ ହେବ। ବିହାରର ୮ଟି, ହରିଆଣାର ସମସ୍ତ ୧୦ଟି, ଝାରଖଣ୍ତର ୪ଟି, ଓଡ଼ିଶାର ୬ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟିଂ ହେବ।

ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ ୧ରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବାକିଥିବା ୫୭ଟି ଆସନରେ ମତଦାନ ହେବ। ବିହାରର ୮ଟି, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାରଖଣ୍ଡର ୩ଟି, ଓଡ଼ିଶାର ୬ଟି, ପଞ୍ଜାବର ସମସ୍ତ ୧୩ଟି, ଉତ୍ତର ପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି ଓ ଚଣ୍ତିଗଡ଼ର ଗୋଟିଏ ଆସନରେ ଭୋଟ ହେବ।

ଜୁନ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story