Advertisment

ପାଣ୍ଡିଆନଙ୍କୁ ପ୍ରବଳ ବିରୋଧ ପାଇଁ ପ୍ରସ୍ତୁତ ହୋଉଛି ନବୀନଙ୍କ ମାଟି

ନବୀନଙ୍କ ମାଟି ଗଞ୍ଜାମରେ ଆଜିଠୁ ପାଣ୍ଡିଆନଙ୍କ ୩ ଦିନିଆ ଗସ୍ତ । ହେଲେ ପାଣ୍ଡିଆନଙ୍କୁ ପ୍ରବଳ ବିରୋଧ ପାଇଁ ପ୍ରସ୍ତୁତ ହେଉଛି ଗଞ୍ଜାମ । କାନ୍ଥ ବାଡ଼ ଦୋକାନ ବଜାର ସବୁଠି ଏବେ ପାଣ୍ଡିଆନ ବିରୋଧୀ ସ୍ୱର । ଏପଟେ ଲେଖାଯାଉଛି ଆଉ ସେପଟେ ଲିଭାଯାଉଛି ।

Odisha Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe