Advertisment

ବବି କରିଥିଲେ ଭିଡିଓ କଲ୍, ଦିଦି ପଢାଇଲେ ପାଠ

ମଞ୍ଚ ତଳେ ବସିଥିବା ଜଣେ ଅଙ୍ଗୱାଡି ଦିଦି କହିଲେ, ଭିଡିଓ କଲ କାମକୁ ନୁହଁ । ଭାଇଙ୍କୁ କୁହ ଏଠିକି ଆସିବେ ।

author-image
Manoj Swain

ବବି ବାବୁଙ୍କୁ କେମିତି କହିଲେ ଅଙ୍ଗନୱାଡି ଦିଦି । ମଞ୍ଚରେ ଥିବା ଦିଦି ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ କଲ ବାର୍ତ୍ତା ଶୁଣାଉଥିଲେ । ଦିଦିଙ୍କ ଦାବୀକୁ ନେଇ କିଛି ମନ୍ତବ୍ୟ ରଖିବାକୁ ଯାଉଥିଲେ । ଆଉ ଏତିକି ବେଳେ ମଞ୍ଚ ତଳେ ବସିଥିବା ଜଣେ ଅଙ୍ଗୱାଡି ଦିଦି କହିଲେ, ଭିଡିଓ କଲ କାମକୁ ନୁହଁ । ଭାଇଙ୍କୁ କୁହ ଏଠିକି ଆସିବେ ।

Advertisment
Odisha BjD Pranab Prakash Das